ରାଜଧାନୀରୁ ଲକ୍‌ଡାଉନ୍‌ ଶୀଘ୍ର ଉଠିବା ନେଇ ଆଶଙ୍କା

ଭୁବନେଶ୍ବର : ଜନସଂଖ୍ୟା ଅନୁପାତରେ ଟିକାକରଣରେ ଭୁବନେଶ୍ବର ଦେଶର ବଡ଼ବଡ଼ ସହରକୁ ପଛରେ ପକାଇ ଦେଇଛି। ସିମ୍‌ଲା, ରାୟପୁର, ଇନ୍ଦୋର, ଅହମ୍ମଦାବାଦ ଭଳି ସହରର ଲୋକସଂଖ୍ୟା ତୁଳନାରେ ଭୁବନେଶ୍ବରରେ ଅଧିକ ଲୋକଙ୍କୁ ଟିକା ଦିଆସରିଲାଣି। ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ ଟିକା ଦେବାକୁ ଯୋଜନା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଲାଣି। କିନ୍ତୁ ଭୁବନେଶ୍ବରରେ ଦୈନିକ ସଂକ୍ରମଣ ଆଶାନୁରୂପ ଭାବେ କମୁନି। ଏପରିକି … Continue reading ରାଜଧାନୀରୁ ଲକ୍‌ଡାଉନ୍‌ ଶୀଘ୍ର ଉଠିବା ନେଇ ଆଶଙ୍କା